Sri Radha Charane Mana Laga | Sri Charana | ଶ୍ରୀରାଧା ଚରଣେ ମନ ଲଗା | Anla Nabami Special Radha Bhajan
Published Nov 16, 2026 · 12:11
Likes: 93Avg views/h: 283
Its recent uploads
#7 of its last 11 · its usual 57K
Its uploads we’ve seen, oldest left, by views (log scale). Dashed: its usual.
Performance in numbers
Figures as of Nov 18, 2026, 8:25 AM UTC.
Sri Radha Charane Mana Laga | Sri Charana | ଶ୍ରୀରାଧା ଚରଣେ ମନ ଲଗା | Anla Nabami Special Radha Bhajan by Sidharth Bhakti has 9K views, 36 hours after it was published on November 16, 2026.
It is getting 283 views an hour now, 2.3× what Sidharth Bhakti’s uploads usually get (57K).
| Views | 9K | 9,324 |
|---|---|---|
| Views per hour now | 283 | |
| Times its channel’s usual | 2.3× | |
| Its channel’s usual per upload | 57K | 57,109 |
| Best day | Nov 18 · 9K | 9,324 |
| Likes | 93 | |
| Published | November 16, 2026 | |
| Length | 12:11 | |
| Category | Music | |
| Channel | Sidharth Bhakti | |
| Channel subscribers | 5M |
Views
9K
Not enough reads yet.
Not enough reads yet.
Views/h now
283
Not enough reads yet.
× usual
2.3×
its usual 57K
Not enough reads yet.
Views per day
9K
best day, Nov 18
Where it charts
Not on any chart we track right now.
From the YouTube record
Fields of the video as the YouTube API returns them.
- Published
- Nov 16, 2026, 11:30 PM
- Duration
- 12:11
- Category
- Music
- Audio language
- Odia (or)
- Title language
- Odia (or)
- Captions
- No
- Definition
- HD
- Format
- 2D
- License
- Standard YouTube
- Licensed content
- Yes
- Embeddable
- Yes
- Made for kids
- No
- Age-restricted
- No
- Paid promotion
- No
- Public stats
- No
Topics
- Music
- Music of Asia
- Religion
Title and description in 1 languages
- Odia
Tags (19)
- sidharth bhakti
- sidharth bhakti song
- siddharth bhakti
- best odia bhajan
- top odia bhajan
- oriya bhajan
- odia devotional song
- odia bhakti songs
- odia bhajan
- new bhajan
- new odia bhajan
- Sidharth bhakti bhajan
- all odia bhajan
- emotional odia bhajan
- odia album bhajan
- namita agrawal bhajan
- Sri Radha Charane Mana Laga
- Sri Charana
- Anla NAbami radha Bhajan
Description
🌺 ଶ୍ରୀରାଧାଙ୍କ ଚରଣରେ ମନ ଲଗାଇ ଭକ୍ତି ଓ ପ୍ରେମର ଦିବ୍ୟ ଅନୁଭୂତି ଲାଭ କରନ୍ତୁ। ପବିତ୍ର ଆଁଳା ନବମୀ ଅବସରରେ ଶୁଣନ୍ତୁ ମନଛୁଆଁ ଭଜନ – "ଶ୍ରୀରାଧା ଚରଣେ ମନ ଲଗା"। Create Your Reels :- https://www.instagram.com/reels/audio/2598803050591293/ =============================== ♪ Full Song Available on ♪ : Spotify : https://tinyurl.com/3wmkzww2 JioSaavn : https://tinyurl.com/3uyn5ps8 YouTube Music : https://tinyurl.com/3j33aaha Amazon Prime Music : https://tinyurl.com/5fdxpch5 Apple Music : https://tinyurl.com/59yfpnw7 Gaana : https://tinyurl.com/55uvr8m6 ================================ Song : Sri Radha Charane Mana Laga Singer : Sri Charana Lyrics : Bijay Malla Music Director : Sarthak Agrawal Album : Sri Radha Charane Mana Laga Album No : 11168 Music Label : Sidharth Music #SriRadhaCharaneManaLaga #SriCharana #SidharthBhakti #AnlaNabami #RadhaBhajan ================================ Editor : Saroj Dalai Video Director : Gati & Naba Camera : Rintu, Narendra & Bicky Digital Coordinator: Narayan Padhihari Thumbnail Design : Bikash DI : Shivanand Jena Recorded At : Sidharth Studio Mastering By : Sitaram Agrawal & Pradyumna Singh Producer : Sitaram Agrawal & Namita Agrawal Banner : Sidharth Music ============================== || ଶ୍ରୀରାଧା ଚରଣେ ମନଲଗା || ଶ୍ରୀରାଧା ଚରଣେ ମନଲଗାରେ ରାଧାକୃଷ୍ଣ ପାଦେ ମନ ଲଗା ବୃନ୍ଦାବନେଶ୍ଵରୀ ସେ ରାଇ କିଶୋରୀ ତାଙ୍କ ସହ ନାହିଁ ତୁଳନା କାହାରି ସଦା ସହଚରୀ ସଦା ସହଚରୀ କୃଷ୍ଣସାଥେ ପରା ରାଧା ରାଧାବିନା କୃଷ୍ଣ ଅଧାରେ ଶ୍ରୀରାଧା ଚରଣେ ମନ ଲଗା || 0 || କୃଷ୍ଣ ଶକ୍ତିମାନ ରାଧା ତାଙ୍କ ଶକ୍ତି ଜଣେ ତ ପୁରୁଷ ଜଣେ ତ ପ୍ରକୃତି ଯୁଗଳ ମୂରତି ଦିଶେ କି ସୁନ୍ଦର ପ୍ରକୃତି ପୁରୁଷ ରାସ ନିରନ୍ତର ଦୁଇ ଦେହ ସିନା ଦୁଇ ଦେହ ସିନା ଦିଶୁଛନ୍ତି ରାଧାକୃଷ୍ଣ ହେଲେ ସେତ, ଏକ ଆତ୍ମାରେ ଶ୍ରୀରାଧା ଚରଣେ ମନ ଲଗା || 1 || କୃଷ୍ଣଙ୍କ ଅଧରେ ସବୁବେଳେ ହସ ରାଧା ସ୍ଵୟଂ ସେଇ ହସର ରହସ୍ୟ ଆନନ୍ଦ ମୁରତି କୃଷ୍ଣ ଭଗବାନ ରାଧାରାଣୀ ସେଇ ଆନନ୍ଦ କାରଣ ହ୍ଳାଦିନୀ ଶକ୍ତିସେ ହ୍ଳାଦିନୀ ଶକ୍ତିସେ ରହିଥାନ୍ତି ସବୁବେଳେ ଅନ୍ତରରେ, ଦିବ୍ୟରୂପରେ ଶ୍ରୀରାଧା ଚରଣେ ମନ ଲଗା || 2 || ରାଧା ହେଉଛନ୍ତି ପରମ ଆନନ୍ଦ ବୃନ୍ଦାବନେ ଦେଖ ଝରେ ମକରନ୍ଦ ପାନ କରୁଛନ୍ତି ସର୍ବ ଗୋପଗୋପୀ ରାଧାକୃଷ୍ଣ ପାଦେ ନିଜକୁ ସମର୍ପି ପାନ କରୁଛନ୍ତି ପାନ କରୁଛନ୍ତି ସେତ ସେହି ମକରନ୍ଦ ଭକ୍ତବୃନ୍ଦ କି ଆନନ୍ଦରେ ଶ୍ରୀରାଧା ଚରଣେ ମନ ଲଗା || 3 || ବଂଶୀଧାରୀ କୃଷ୍ଣ ହୋଇଣ ତ୍ରିଭଙ୍ଗ ବାଉଛନ୍ତି ବଂଶୀ ଧରି ରାଧାସଙ୍ଗ କୃଷ୍ଣଙ୍କ ବଂଶୀରେ ଯେଉଁ ସପ୍ତସ୍ଵର ରାଇ କିଶୋରୀ ସେ ସ୍ଵରର ଆଧାର ସେଇ ବଂଶୀସ୍ଵନ ସେଇ ବଂଶୀସ୍ଵନ ଡାକେ ପରା ରାଇ ରାଇ ବାଧା ନାହିଁ, ଆସ ଧାଇଁରେ ଶ୍ରୀରାଧା ଚରଣେ ମନ ଲଗା || 4 || ତ୍ରେତୟା ଯୁଗରେ ଲକ୍ଷ୍ମୀ ସୀତାହୋଇ ଆସିଥିଲେ ସେତ ଶ୍ରୀରାମଙ୍କ ପାଇଁ ମାତାଲକ୍ଷ୍ମୀ ପୁଣି ଦ୍ଵାପର ଯୁଗରେ ଅବତରି ଥିଲେ ଶ୍ରୀରାଧା ରୂପରେ ଯୁଗେଯୁଗେ ପରା ଯୁଗେଯୁଗେ ପରା ଲକ୍ଷ୍ମୀ ନାରାୟଣ ସାଥୀ ହୋଇଛନ୍ତି, ଭାବି ଦେଖରେ ଶ୍ରୀରାଧା ଚରଣେ ମନ ଲଗା || 5 || ରାସେଶ୍ଵରୀ ରାଧା ଶ୍ରେଷ୍ଠଗୋପୀ ରାଧା ମାୟାଛିନ୍ନ କରି ପ୍ରେମେ ହେଲେ ବନ୍ଧା ଅପ୍ରାକୃତ ପ୍ରେମ ଜୟ ରାଧାହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ ସେତ କରି କରୁଛନ୍ତି ରାସ କରୁଛନ୍ତି ରାସ ଗିରିଧର ମନୋହର ମାୟାଧର ବୃନ୍ଦାବନରେ ଶ୍ରୀରାଧା ଚରଣେ ମନ ଲଗା || 6 || ଶୁଣରେ ମନୁଆ ଦେଇ ମନଧ୍ୟାନ ଦେହଟି ତୋହର ନିତ୍ୟ ବୃନ୍ଦାବନ ଆତ୍ମା ନାରାୟଣ କରୁଛନ୍ତି ରାସ ବଂଶୀସ୍ଵନ ଶୁଭେ ରଜନୀ ଦିବସ ରାଧାକୃଷ୍ଣ ପାଦେ ରାଧାକୃଷ୍ଣ ପାଦେ ଦେଇ ତୋର ମନଧ୍ୟାନ ଡେରି କର୍ଣ୍ଣ, ତାକୁ ଶୁଣରେ ଶ୍ରୀରାଧା ଚରଣେ ମନ ଲଗା || 7 || ରାଧାଙ୍କୁ ଭଜିଲେ କୃଷ୍ଣଙ୍କୁ ପାଇବୁ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବୁ ପରମ ପଦ ସେ ଦୁଇ ପାଦପଦ୍ମ କରନା ଛଳନା ନକରରେ ଛଦ୍ମ ସେଇ ପାଦପଦ୍ମେ ସେଇ ପାଦପଦ୍ମେ ନିଶ୍ଚଳ ରଖିଥା ମନ ବାପଧନ, ଯିବୁ ତରିରେ ଶ୍ରୀରାଧା ଚରଣେ ମନ ଲଗା || 8 || ================================= Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ---------------------------------- DTH details .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491,Tata Play-1796 Sidharth Gold : Dish TV -1333, Airtel-602,Sun-658,Tata Play-1766 Jay Jagannath : Dish-1397,Videocon D2H-1397,Tata Play-1799 SUBSCRIBE us for Mega Serial, Reality Shows every day: YouTube : http://www.youtube.com/c/SidharthTV Instagram : https://www.instagram.com/sidharthtvofficial/ Facebook : https://www.facebook.com/SidharthTVofficial/ Twitter : https://twitter.com/sidharth_tv Subscribe our other Television Channels : Sidharth Utsav : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath TV : https://bit.ly/3aa1lTaShow all
🌺 ଶ୍ରୀରାଧାଙ୍କ ଚରଣରେ ମନ ଲଗାଇ ଭକ୍ତି ଓ ପ୍ରେମର ଦିବ୍ୟ ଅନୁଭୂତି ଲାଭ କରନ୍ତୁ। ପବିତ୍ର ଆଁଳା ନବମୀ ଅବସରରେ ଶୁଣନ୍ତୁ ମନଛୁଆଁ ଭଜନ – "ଶ୍ରୀରାଧା ଚରଣେ ମନ ଲଗା"। Create Your Reels :- https://www.instagram.com/reels/audio/2598803050591293/ =============================== ♪ Full Song Available on ♪ : Spotify : https://tinyurl.com/3wmkzww2 JioSaavn : https://tinyurl.com/3uyn5ps8 YouTube Music : https://tinyurl.com/3j33aaha Amazon Prime Music : https://tinyurl.com/5fdxpch5 Apple Music : https://tinyurl.com/59yfpnw7 Gaana : https://tinyurl.com/55uvr8m6 ================================ Song : Sri Radha Charane Mana Laga Singer : Sri Charana Lyrics : Bijay Malla Music Director : Sarthak Agrawal Album : Sri Radha Charane Mana Laga Album No : 11168 Music Label : Sidharth Music #SriRadhaCharaneManaLaga #SriCharana #SidharthBhakti #AnlaNabami #RadhaBhajan ================================ Editor : Saroj Dalai Video Director : Gati & Naba Camera : Rintu, Narendra & Bicky Digital Coordinator: Narayan Padhihari Thumbnail Design : Bikash DI : Shivanand Jena Recorded At : Sidharth Studio Mastering By : Sitaram Agrawal & Pradyumna Singh Producer : Sitaram Agrawal & Namita Agrawal Banner : Sidharth Music ============================== || ଶ୍ରୀରାଧା ଚରଣେ ମନଲଗା || ଶ୍ରୀରାଧା ଚରଣେ ମନଲଗାରେ ରାଧାକୃଷ୍ଣ ପାଦେ ମନ ଲଗା ବୃନ୍ଦାବନେଶ୍ଵରୀ ସେ ରାଇ କିଶୋରୀ ତାଙ୍କ ସହ ନାହିଁ ତୁଳନା କାହାରି ସଦା ସହଚରୀ ସଦା ସହଚରୀ କୃଷ୍ଣସାଥେ ପରା ରାଧା ରାଧାବିନା କୃଷ୍ଣ ଅଧାରେ ଶ୍ରୀରାଧା ଚରଣେ ମନ ଲଗା || 0 || କୃଷ୍ଣ ଶକ୍ତିମାନ ରାଧା ତାଙ୍କ ଶକ୍ତି ଜଣେ ତ ପୁରୁଷ ଜଣେ ତ ପ୍ରକୃତି ଯୁଗଳ ମୂରତି ଦିଶେ କି ସୁନ୍ଦର ପ୍ରକୃତି ପୁରୁଷ ରାସ ନିରନ୍ତର ଦୁଇ ଦେହ ସିନା ଦୁଇ ଦେହ ସିନା ଦିଶୁଛନ୍ତି ରାଧାକୃଷ୍ଣ ହେଲେ ସେତ, ଏକ ଆତ୍ମାରେ ଶ୍ରୀରାଧା ଚରଣେ ମନ ଲଗା || 1 || କୃଷ୍ଣଙ୍କ ଅଧରେ ସବୁବେଳେ ହସ ରାଧା ସ୍ଵୟଂ ସେଇ ହସର ରହସ୍ୟ ଆନନ୍ଦ ମୁରତି କୃଷ୍ଣ ଭଗବାନ ରାଧାରାଣୀ ସେଇ ଆନନ୍ଦ କାରଣ ହ୍ଳାଦିନୀ ଶକ୍ତିସେ ହ୍ଳାଦିନୀ ଶକ୍ତିସେ ରହିଥାନ୍ତି ସବୁବେଳେ ଅନ୍ତରରେ, ଦିବ୍ୟରୂପରେ ଶ୍ରୀରାଧା ଚରଣେ ମନ ଲଗା || 2 || ରାଧା ହେଉଛନ୍ତି ପରମ ଆନନ୍ଦ ବୃନ୍ଦାବନେ ଦେଖ ଝରେ ମକରନ୍ଦ ପାନ କରୁଛନ୍ତି ସର୍ବ ଗୋପଗୋପୀ ରାଧାକୃଷ୍ଣ ପାଦେ ନିଜକୁ ସମର୍ପି ପାନ କରୁଛନ୍ତି ପାନ କରୁଛନ୍ତି ସେତ ସେହି ମକରନ୍ଦ ଭକ୍ତବୃନ୍ଦ କି ଆନନ୍ଦରେ ଶ୍ରୀରାଧା ଚରଣେ ମନ ଲଗା || 3 || ବଂଶୀଧାରୀ କୃଷ୍ଣ ହୋଇଣ ତ୍ରିଭଙ୍ଗ ବାଉଛନ୍ତି ବଂଶୀ ଧରି ରାଧାସଙ୍ଗ କୃଷ୍ଣଙ୍କ ବଂଶୀରେ ଯେଉଁ ସପ୍ତସ୍ଵର ରାଇ କିଶୋରୀ ସେ ସ୍ଵରର ଆଧାର ସେଇ ବଂଶୀସ୍ଵନ ସେଇ ବଂଶୀସ୍ଵନ ଡାକେ ପରା ରାଇ ରାଇ ବାଧା ନାହିଁ, ଆସ ଧାଇଁରେ ଶ୍ରୀରାଧା ଚରଣେ ମନ ଲଗା || 4 || ତ୍ରେତୟା ଯୁଗରେ ଲକ୍ଷ୍ମୀ ସୀତାହୋଇ ଆସିଥିଲେ ସେତ ଶ୍ରୀରାମଙ୍କ ପାଇଁ ମାତାଲକ୍ଷ୍ମୀ ପୁଣି ଦ୍ଵାପର ଯୁଗରେ ଅବତରି ଥିଲେ ଶ୍ରୀରାଧା ରୂପରେ ଯୁଗେଯୁଗେ ପରା ଯୁଗେଯୁଗେ ପରା ଲକ୍ଷ୍ମୀ ନାରାୟଣ ସାଥୀ ହୋଇଛନ୍ତି, ଭାବି ଦେଖରେ ଶ୍ରୀରାଧା ଚରଣେ ମନ ଲଗା || 5 || ରାସେଶ୍ଵରୀ ରାଧା ଶ୍ରେଷ୍ଠଗୋପୀ ରାଧା ମାୟାଛିନ୍ନ କରି ପ୍ରେମେ ହେଲେ ବନ୍ଧା ଅପ୍ରାକୃତ ପ୍ରେମ ଜୟ ରାଧାହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ ସେତ କରି କରୁଛନ୍ତି ରାସ କରୁଛନ୍ତି ରାସ ଗିରିଧର ମନୋହର ମାୟାଧର ବୃନ୍ଦାବନରେ ଶ୍ରୀରାଧା ଚରଣେ ମନ ଲଗା || 6 || ଶୁଣରେ ମନୁଆ ଦେଇ ମନଧ୍ୟାନ ଦେହଟି ତୋହର ନିତ୍ୟ ବୃନ୍ଦାବନ ଆତ୍ମା ନାରାୟଣ କରୁଛନ୍ତି ରାସ ବଂଶୀସ୍ଵନ ଶୁଭେ ରଜନୀ ଦିବସ ରାଧାକୃଷ୍ଣ ପାଦେ ରାଧାକୃଷ୍ଣ ପାଦେ ଦେଇ ତୋର ମନଧ୍ୟାନ ଡେରି କର୍ଣ୍ଣ, ତାକୁ ଶୁଣରେ ଶ୍ରୀରାଧା ଚରଣେ ମନ ଲଗା || 7 || ରାଧାଙ୍କୁ ଭଜିଲେ କୃଷ୍ଣଙ୍କୁ ପାଇବୁ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବୁ ପରମ ପଦ ସେ ଦୁଇ ପାଦପଦ୍ମ କରନା ଛଳନା ନକରରେ ଛଦ୍ମ ସେଇ ପାଦପଦ୍ମେ ସେଇ ପାଦପଦ୍ମେ ନିଶ୍ଚଳ ରଖିଥା ମନ ବାପଧନ, ଯିବୁ ତରିରେ ଶ୍ରୀରାଧା ଚରଣେ ମନ ଲଗା || 8 || ================================= Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ---------------------------------- DTH details .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491,Tata Play-1796 Sidharth Gold : Dish TV -1333, Airtel-602,Sun-658,Tata Play-1766 Jay Jagannath : Dish-1397,Videocon D2H-1397,Tata Play-1799 SUBSCRIBE us for Mega Serial, Reality Shows every day: YouTube : http://www.youtube.com/c/SidharthTV Instagram : https://www.instagram.com/sidharthtvofficial/ Facebook : https://www.facebook.com/SidharthTVofficial/ Twitter : https://twitter.com/sidharth_tv Subscribe our other Television Channels : Sidharth Utsav : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath TV : https://bit.ly/3aa1lTa
◆ Calculated by viralshooter · all other figures from the YouTube API